ବୁଦ୍ଧାଦିତ୍ୟଙ୍କ ପୋଷ୍ଟକୁ ନେଇ ତେଜିଲା ବିବାଦ ; ୨୪ ଘଣ୍ଟା ଭିତରେ କ୍ଷମା ମାଗିବାକୁ ଯୁବ କଂଗ୍ରେସର ଚେତାବନୀ

କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତେଜିବାରେ ଲାଗିଛି ବିବାଦ। ୨୪ ଘଣ୍ଟା ଭିତରେ ସର୍ବ ସମ୍ମୁଖରେ କ୍ଷମା ନ ମାଗିଲେ ଆନ୍ଦୋଳନ କରିବାକୁ ଯୁବ କଂଗ୍ରେସର ଚେତାବନୀ ।

30+++++++

କନକ ବ୍ୟୁରୋ: କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତେଜିବାରେ ଲାଗିଛି ବିବାଦ। ୨୪ ଘଣ୍ଟା ଭିତରେ ସର୍ବ ସମ୍ମୁଖରେ କ୍ଷମା ନ ମାଗିଲେ ଆନ୍ଦୋଳନ କରିବାକୁ ଯୁବ କଂଗ୍ରେସର ଚେତାବନୀ ।  କାଳିମାଡ଼ ସହ ଅଣ୍ଡାମାଡ଼ କରିବାକୁ ଧମକ ।  ଯେଉଁଠି ସୁଟିଂ କରିବେ ସେଠାରେ ବିରୋଧ ଓ ପ୍ରତିବାଦ କରିବ ଯୁବ କଂଗ୍ରେସ । ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ ନନେଲେ କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ଯୁବ ନେତା ସୁଦୀପ ସାମଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe