କନକ ବ୍ୟୁରୋ: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜଣେ ସୁସ୍ଥ ରହିଲେ ଭଲ କାମ କରିବେ। ସରକାରୀ ହେଉ ବା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଶାରୀରିକ ସୁସ୍ଥତା ନିହାତି ଆବଶ୍ୟକ। ବିଶେଷ କରି ଅଣସଂକ୍ରାମକ ରୋଗର ନିରାକରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । କାର୍ଯ୍ୟାଳୟରେ ଡିସ୍ପ୍ଲେ ବୋର୍ଡ ଲଗାଇବା ପାଇଁ ଚିଠି ହୋଇଛି ।
ଅଧିକ ତେଲ ଓ ଚିନି ଖାଇବେ ନାହିଁ ସରକାରୀ ଅଧିକାରୀ
ସରକାରୀ କାର୍ଯ୍ୟାଳୟରେ ଲାଗିବ ଡିସ୍ପ୍ଲେ ବୋର୍ଡ
ଅଏଲ୍ ଆଣ୍ଡ୍ ସୁଗାର ବୋର୍ଡ ଲଗାଇବାକୁ ସରକାରଙ୍କ ନିର୍ଦ୍ଦେଶ
ତେଲ, ଚିନି ଠାରୁ ଦୂରେଇ ରହିବାକୁ ପରାମର୍ଶ
ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, କର୍ମକ୍ଷେତ୍ର ବି ଶାରୀରିକ ପରିଶ୍ରମ କରନ୍ତୁ
ସୁସ୍ଥ ଜୀବନଶୈଳୀ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦ୍ୟମ
ଅଣସଂକ୍ରାମକ ରୋଗ ନିରାକରଣ ପାଇଁ ପଦକ୍ଷେପ
ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ଚିଠି
ଚିଠି କରିଛନ୍ତି ସ୍ୱତନ୍ତ୍ର ସଚିବ ସଂଘମିତ୍ରା ଶତପଥୀ
ସୋସିଆଲ ମିଡିଆ ଜରିଆରେ ସ୍ୱାସ୍ଥ୍ୟ ସଂପର୍କିତ ବାର୍ତ୍ତା ଦିଆଯିବ
କାର୍ଯ୍ୟାଳୟରୁ ହିଁ ସୁସ୍ଥ ଜୀବନ ବାର୍ତ୍ତା ବାଣ୍ଟିବାକୁ ପରାମର୍ଶ
ଦିନକୁ ଦିନ ମଧୁମେହ ଓ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବଢ଼ୁଛି
ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟକୁ ଦାୟୀ କରାଯାଉଛି
ଖାଦ୍ୟପେୟରେ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ
ସୁସ୍ଥ ରହିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ, ସରକାରୀ କାର୍ଯ୍ୟାଳୟରେ ଲାଗିବ ଡିସପ୍ଲେ ବୋର୍ଡ
ତେଲ ଓ ଚିନିଠାରୁ ଦୂରେଇ ରହବିକୁ ପରାମର୍ଶ । ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ସଚିବ
/kanak/media/media_files/2025/08/13/health-2025-08-13-17-52-24.jpg)