ଶେଷ ହେଲାଣି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ; ନୂଆ କମିଟି କେବେ?

Advertisment

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ। କେବେ ଗଠନ ହେବ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି । କାହାକୁ କରାଯିବ ସାମିଲ, ଚାଲିଛି ମାନସମନ୍ଥନ ।

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ। କେବେ ଗଠନ ହେବ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି । କାହାକୁ କରାଯିବ ସାମିଲ, ଚାଲିଛି ମାନସମନ୍ଥନ ।

srimandira0000

କନକ ବ୍ୟୁରୋ: ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ୟ୍ୟକାଳ। କେବେ ଗଠନ ହେବ ନୂଆ ପରିଚାନା କମିଟି। କାହାକୁ କମିଟିରେ କରାଯିବ ସାମିଲ। ଚାଲିଛି ମାନସମନ୍ଥନ। ବାଦ୍ ପଡ଼ିବେ କମିଟିରେ ଦୁଇଥର ରହି ସାରିଥିବା ସେବକ। ଏବେ ଚର୍ଚ୍ଚାରେ ବହୁ ନୂଆ ମୁହଁ। ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଗୁପ୍ତରେ ସେମାନଙ୍କ ତାଲିକା ଦେଇଥିବା ଜଣାପଡ଼ିଛି। ଆଇନ ବିଭାଗ ନିୟମାବଳୀ ଅନୁସାରେ କେଉଁ ସେବାୟତମାନେ ଯୋଗ୍ୟ, ତାଙ୍କୁ ଖୋଜା ଚାଲିଛି। ସେପଟେ ବ୍ୟକ୍ତିଗତ ସ୍ତରରେ ଯେଉଁମାନଙ୍କ ସରକାରଙ୍କ ସହ ଭଲ ସଂପର୍କ ରହିଛି, ସେମାନେ ବି ଲବିରେ ଲାଗି ପଡ଼ିଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ପାଳନ କରାଯାଉ ବୋଲି ଖୁଣ୍ଟିଆ ସେବାୟତ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe