କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ମଣ୍ଡି ଅବ୍ୟବସ୍ଥା । କ୍ଵିଣ୍ଟାଲ ପ୍ରତି ୮ କେଜି କଟନି, ଅଖାବସ୍ତା ନଦେବା ଅଭିଯୋଗ ଆଣିଛନ୍ତି ଚାଷୀ । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଅମାନିଆ ମିଲର୍ସ ଆଉ ପେକ୍ସ କଟନି ଛଟନି ଜାରି ରଖିଛନ୍ତି । କେସିଙ୍ଗା ବ୍ଳକ ତୁଣ୍ଡଲା ମଣ୍ଡିରେ ଚାଷୀ ଧନଞ୍ଜୟ ସାହୁ ଗତ ୧ତାରିଖରୁ ଆମରଣ ଅନଶନରେ ବସିଥିଲେ । ଧନଞ୍ଜୟଙ୍କୁ କେସିଙ୍ଗା ପୋଲିସ ଉଠେଇ ଆଣି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ହସ୍ପିଟାଲରେ ମଧ୍ୟ ଆମରଣ ଅନଶନରେ ରହିଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା । କଡା ନିର୍ଦ୍ଦେଶ ସତ୍ତ୍ବେ ଅମାନିଆ ମିଲର୍ ।
କ୍ଵିଣ୍ଟାଲ ପ୍ରତି ୮ କେଜି କଟନି, ଅଖାବସ୍ତା ନଦେବା ଅଭିଯୋଗ ଆଣିଛନ୍ତି ଚାଷୀ । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଅମାନିଆ ମିଲର୍ସ ଆଉ ପେକ୍ସ କଟନି ଛଟନି ଜାରି ରଖିଛନ୍ତି ।
/kanak/media/media_files/2025/01/04/CXjODadiZVjs9TNAwygo.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)