ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମିଳିଲା ନ୍ୟାୟ: ଦୁଷ୍କର୍ମକାରୀ ରମେଶ ଜେନାକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ-୪ କୋର୍ଟ

ରାଜଧାନୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀ ରମେଶ ଜେନାକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ  ୧୦ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଆଉ ବର୍ଷେ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

tght

କନକ ବ୍ୟୁରୋ: ରାଜଧାନୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀ ରମେଶ ଜେନାକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ  ୧୦ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଆଉ ବର୍ଷେ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ରାୟ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ-୪ କୋର୍ଟ । ୨୦୨୨ ମେ ୮ ତାରିଖରେ ଦୁଷ୍କର୍ମ ଘଟିଥିବା ବେଳେ ୬୫ ବିରେ ପ୍ରମାଣ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି କରି ରାୟ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe