ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ ଫରେନ୍ସିକ ଲାବୋରେଟୋରୀରେ ଦୀନକୃଷ୍ଣ ମିଶ୍ରଙ୍କ ହେବ ତିନୋଟି ପରୀକ୍ଷା: ନାର୍କୋ ଆନାଲିସସ୍, ପଲିଗ୍ରାଫ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ

Advertisment

ଗୁଜରାଟ ଗାନ୍ଧୀନଗର ସ୍ଥିତ ଷ୍ଟେଟ ଫରେନ୍ସିକ ଲାବୋରେଟୋରୀରେ ଦୀନକୃଷ୍ଣ ମିଶ୍ରଙ୍କ ହେବ ତିନୋଟି ପରୀକ୍ଷା । ନାର୍କୋ ଆନାଲିସସ୍, ପଲିଗ୍ରାଫ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ କରିବ କ୍ରାଇମବ୍ରାଂଚ ।

ଗୁଜରାଟ ଗାନ୍ଧୀନଗର ସ୍ଥିତ ଷ୍ଟେଟ ଫରେନ୍ସିକ ଲାବୋରେଟୋରୀରେ ଦୀନକୃଷ୍ଣ ମିଶ୍ରଙ୍କ ହେବ ତିନୋଟି ପରୀକ୍ଷା । ନାର୍କୋ ଆନାଲିସସ୍, ପଲିଗ୍ରାଫ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ କରିବ କ୍ରାଇମବ୍ରାଂଚ ।

efw

କନକ ବ୍ୟୁରୋ: ଗୁଜରାଟ ଗାନ୍ଧୀନଗର ସ୍ଥିତ ଷ୍ଟେଟ ଫରେନ୍ସିକ ଲାବୋରେଟୋରୀରେ ଦୀନକୃଷ୍ଣ ମିଶ୍ରଙ୍କ ହେବ ତିନୋଟି ପରୀକ୍ଷା । ନାର୍କୋ ଆନାଲିସସ୍, ପଲିଗ୍ରାଫ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ କରିବ କ୍ରାଇମବ୍ରାଂଚ ।  ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ସମ୍ମତି ଜଣାଇଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ।

ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର। ବ୍ରେନ୍ ମ୍ୟାପିଂ, ନାରକୋ ଆନାଲିସିସ୍ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ଥିବା ସେ କୋର୍ଟକୁ ଜଣାଇଛନ୍ତି। ଦୀନକୃଷ୍ଣ ମିଶ୍ର କୋର୍ଟରେ ହାଜର ହେବା ପରେ କୋର୍ଟ ତାଙ୍କୁ ବ୍ରେନ୍ ମ୍ୟାପିଂ, ନାରକୋ ଓ ପଲିଗ୍ରାଫ୍ ଟେଷ୍ଟ ବିଷୟରେ ପଚାରଥିଲେ। ଦୀନକୃଷ୍ଣ କହିଥିଲେ, ସେ ମିଛ କହୁନାହାନ୍ତି, ସବୁ ପ୍ରକାର ଟେଷ୍ଟ ପାଇଁ ସେ ରାଜି ଅଛନ୍ତି। ଗତକାଲି କ୍ରାଇମବ୍ରାଞ୍ଚ ବ୍ରେନ୍ ମ୍ୟାପିଂ, ନାରକୋ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା। ଏହା ପରେ ସେ ଆଜି କୋର୍ଟରେ ହାଜର ହୋଇଥିଲେ। ତଦନ୍ତରେ ଯେକୌଣସି ପ୍ରକ୍ରିୟା ପାଇଁ ସେ ରାଜି ଥିବା କୋର୍ଟକୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe