ଆଜି ପ୍ରତିଷ୍ଠା ହେବ ଦୀଘା ଜଗନ୍ନାଥ ମନ୍ଦିର : ପୁରୀ ଭଳି ନିର୍ମାଣ ହୋଇଛି ଅବିକଳ ଜଗନ୍ନାଥ ମନ୍ଦିର

Advertisment

ଆଜି ପ୍ରତିଷ୍ଠା ହେବ ଦୀଘା ଜଗନ୍ନାଥ ମନ୍ଦିର ।  ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିଷ୍ଠା କରାଯିବ । ଏହା ପୂର୍ବରୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିରରେ ପହଁଚି ପ୍ରସ୍ତୁତି କାର୍ଯ୍ୟକ୍ରମ ତଦାରଖ କରିଛନ୍ତି

Updated On

ଆଜି ପ୍ରତିଷ୍ଠା ହେବ ଦୀଘା ଜଗନ୍ନାଥ ମନ୍ଦିର ।  ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିଷ୍ଠା କରାଯିବ । ଏହା ପୂର୍ବରୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିରରେ ପହଁଚି ପ୍ରସ୍ତୁତି କାର୍ଯ୍ୟକ୍ରମ ତଦାରଖ କରିଛନ୍ତି

ଅଦ୍ୟତନ ହୋଇଛି
DIGHA

Photograph: (kanaknews)

କନକବ୍ୟୁରୋ : ଆଜି ପ୍ରତିଷ୍ଠା ହେବ ଦୀଘା ଜଗନ୍ନାଥ ମନ୍ଦିର ।  ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିଷ୍ଠା କରାଯିବ । ଏହା ପୂର୍ବରୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିରରେ ପହଁଚି ପ୍ରସ୍ତୁତି କାର୍ଯ୍ୟକ୍ରମ ତଦାରଖ କରିଛନ୍ତି । ମମତା ସରକାର ୬ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି । ତେବେ ପ୍ରତ୍ୟେକ ବ୍ଲକରେ ପ୍ରତିଷ୍ଠା କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ କରାଯିବ । ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ାହୋଇଛି ଦିଘା ଜଗନ୍ନାଥ ମନ୍ଦିର ।  ୨୦ଏକର ଜମିରେ  ଓ ୨୫୦କୋଟି ବ୍ୟୟରେ ନିର୍ମାଣ ହୋଇଛି ମନ୍ଦିର । ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା ।
--- --

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe