ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ଆତଙ୍କ । ୨ ଜଣଙ୍କର ମୃତ୍ୟୁ ଅଭିଯୋଗ, ୧୦ ଆକ୍ରାନ୍ତ

Advertisment

ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥିତି ଉପରେ ନଜର ରଖାଯାଉଥିବା କହିଛନ୍ତି ମାଥିଲି ମେଡିକାଲ ଅଫିସର । 

ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥିତି ଉପରେ ନଜର ରଖାଯାଉଥିବା କହିଛନ୍ତି ମାଥିଲି ମେଡିକାଲ ଅଫିସର । 

41k

କନକ ବ୍ୟୁରୋ :  ମାଥିଲିରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ମୃତକ ଦୁଇଜଣ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା । ଚିକିତ୍ସାଧିନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ କର୍ତ୍ତନପାଲି ପଞ୍ଚାୟତର ବାରା ଗାଁର ୧୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥିତି ଉପରେ ନଜର ରଖାଯାଉଥିବା କହିଛନ୍ତି ମାଥିଲି ମେଡିକାଲ ଅଫିସର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe