ବ୍ରଜରାଜନଗର ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି : ୮ ଦିନରେ ୩ ମୃତ୍ୟୁ

Advertisment

୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୫ଜଣ ପୁରୁଷ, ୫ଜଣ ମହିଳା ଓ ୪ଜଣ ଶିଶୁ ।

୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୫ଜଣ ପୁରୁଷ, ୫ଜଣ ମହିଳା ଓ ୪ଜଣ ଶିଶୁ ।

ୱୀୋରୀୋରଲୋୁୋୀ

Photograph: (kanaknews)

କନକବ୍ୟୁରୋ : ଝାଡ଼ାବାନ୍ତିରେ ୩ ମୃତ, ୧୫ରୁ ଅଧିକ ଆକ୍ରାନ୍ତ। ଝାରସୁଗୁଡ଼ା ବ୍ରଜରାଜନଗର ପୌରାଞ୍ଚଳରେ ରାମପୁର ହରିଜନ ପଡ଼ାରେ ୮ ଦିନ ମଧ୍ୟରେ ଡାଇରିଆରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ମାନେ ହେଲେ ୪୪ ବର୍ଷୀୟ ମିଲନ ସାହୁ, ୧୭ ବର୍ଷୀୟ ଡମ୍ବରୁଧର  ବୁଡା ଓ ୪୦ ବର୍ଷୀୟ ବାସୁଦେବ ତନ୍ତି ।

୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୫ଜଣ ପୁରୁଷ, ୫ଜଣ ମହିଳା ଓ ୪ଜଣ ଶିଶୁ। ଏମାନେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଓ ଖାଲିଆକାନି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।  ଗାଁରେ ଥିବା କୂଅରୁ ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ତେବେ କୂଅ ପାଣିର ସାମ୍ପୁଲ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।
---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe