ଯାଜପୁରରେ ସୁଧୁରୁଛି ଡାଇରିଆ ସ୍ଥିତି : ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସତର୍କ ରହିବାକୁ ଦେଲେ ପରାର୍ମଶ

Advertisment

ଯାଜପୁର ରୋଡ଼ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ସ୍ଥିତି ସୁଧୁରୁଛି 

ଯାଜପୁର ରୋଡ଼ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ସ୍ଥିତି ସୁଧୁରୁଛି 

CM ODISHA

Photograph: (KANAKNEWS)

କନକବ୍ୟୁରୋ : ଯାଜପୁର ରୋଡ଼ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ସ୍ଥିତି ସୁଧୁରୁଛି  । ଆଜି ଯାଜପୁର ରୋଡ ମେଡ଼ିକାଲରେ ନୂଆ ଆକ୍ରାନ୍ତ ୩ ଜଣ ଆସିଥିବା ବେଳେ ମୋଟ ଏବେ ୯ ଜଣ ଚିକିତ୍ସାଧିନ ଅଛନ୍ତି  ।  ସେହିପରି ଦାନଗଦି ରେ ରାତି ସୁଧା  ୧୨ ନୁଆ ଆକ୍ରାନ୍ତ ଆସିଥିବାବେଳେ ୧୨ ଚିକିତ୍ସା ହୋଇ ଫେରିଯାଇଛନ୍ତି  ।   ଏବେ ବି ୧୨ ଚିକିତ୍ସାଧିନ ଅଛନ୍ତି । ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ପରିଲିଖିତ ହୋଇଛି  । ସ୍ଥିତି ସୁଧୁରିବା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe