କନକବ୍ୟୁରୋ : ଯାଜପୁର ରୋଡ଼ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ସ୍ଥିତି ସୁଧୁରୁଛି । ଆଜି ଯାଜପୁର ରୋଡ ମେଡ଼ିକାଲରେ ନୂଆ ଆକ୍ରାନ୍ତ ୩ ଜଣ ଆସିଥିବା ବେଳେ ମୋଟ ଏବେ ୯ ଜଣ ଚିକିତ୍ସାଧିନ ଅଛନ୍ତି । ସେହିପରି ଦାନଗଦି ରେ ରାତି ସୁଧା ୧୨ ନୁଆ ଆକ୍ରାନ୍ତ ଆସିଥିବାବେଳେ ୧୨ ଚିକିତ୍ସା ହୋଇ ଫେରିଯାଇଛନ୍ତି । ଏବେ ବି ୧୨ ଚିକିତ୍ସାଧିନ ଅଛନ୍ତି । ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ପରିଲିଖିତ ହୋଇଛି । ସ୍ଥିତି ସୁଧୁରିବା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି
ଯାଜପୁରରେ ସୁଧୁରୁଛି ଡାଇରିଆ ସ୍ଥିତି : ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସତର୍କ ରହିବାକୁ ଦେଲେ ପରାର୍ମଶ
ଯାଜପୁର ରୋଡ଼ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ସ୍ଥିତି ସୁଧୁରୁଛି
/kanak/media/media_files/2025/06/22/cm-odisha-2025-06-22-08-43-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)