ମାଥିଲିରେ ଡରାଇଲାଣି ଡାଇରିଆ,ବଢୁଛି ମୃତ୍ୟୁସଂଖ୍ୟା ଗୋଟିଏ ପରିବାରର ୩ଜଣ ବୁଜିଲେ ଆଖି

Advertisment

ମାଥିଲିରେ ଡରାଉଛି ଡାଇରିଆ। ଡାଇରିଆରେ ଆଉ ତିନି ଜଣଙ୍କ ମୃତ୍ୟୁ। ମୃତକ ତିନି ଜଣ ତୁଳସୀ ଗାଁର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ପରିବାରର ବାପା, ପୁଅ ଓ ଝିଅ ମୃତ୍ୟୁବରଣ କରିଛନ୍ତି।

ମାଥିଲିରେ ଡରାଉଛି ଡାଇରିଆ। ଡାଇରିଆରେ ଆଉ ତିନି ଜଣଙ୍କ ମୃତ୍ୟୁ। ମୃତକ ତିନି ଜଣ ତୁଳସୀ ଗାଁର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ପରିବାରର ବାପା, ପୁଅ ଓ ଝିଅ ମୃତ୍ୟୁବରଣ କରିଛନ୍ତି।

dairia

କନକବ୍ୟୁରୋ : ମାଥିଲିରେ ଡରାଉଛି ଡାଇରିଆ। ଡାଇରିଆରେ ଆଉ ତିନି ଜଣଙ୍କ ମୃତ୍ୟୁ। ମୃତକ ତିନି ଜଣ ତୁଳସୀ ଗାଁର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ପରିବାରର ବାପା, ପୁଅ ଓ ଝିଅ ମୃତ୍ୟୁବରଣ କରିଛନ୍ତି। 

ଗତ ୩ ଦିନ ହେବ ଗାଁରେ ଚିକିତ୍ସିତ ହେଉଥିଲେ ପରିବାରର ଏହି ୩ ସଦସ୍ୟ। ମେଡିକାଲ ଆସିବାକୁ ମନା କରିବାରୁ ଗାଁରେ ଚିକିତ୍ସା ସେବା ଯୋଗାଉଥିଲା ମେଡିକାଲ ଟିମ୍ । 

ଏହା ପୂର୍ବରୁ ୨ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ଡାଇରିଆରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ସେପଟେ ପ୍ରଭାବିତ ଅଞ୍ଚଳ ଉପରେ ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe