ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍‌ଆଇ ଓ ପିଅନ

Advertisment

ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ନେଲା ବେଳେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍‌ଆଇ ।

ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ନେଲା ବେଳେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍‌ଆଇ ।

Dhenkanal Sadar RI

କନକ ବ୍ୟୁରୋ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍‌ଆଇ ବରୁଣ କୁମାର ଜେନା । ତାଙ୍କ ସହ ପିଅନ ବଳରାମ ସାହୁଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ନେଲା ବେଳେ ଧରାପଡ଼ିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe