କନକ ବ୍ୟୁରୋ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍ଆଇ ବରୁଣ କୁମାର ଜେନା । ତାଙ୍କ ସହ ପିଅନବଳରାମ ସାହୁଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ନେଲା ବେଳେ ଧରାପଡ଼ିଲେ ।
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍ଆଇ ଓ ପିଅନ
ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ନେଲା ବେଳେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍ଆଇ ।
/kanak/media/media_files/xRw3tbP5Z9K4qEhGcGax.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)