ୱାକଫ୍ ବିଲ୍‌କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ : କହିଲେ, ବିଜେଡି ବ୍ୟତୀତ ଅନ୍ୟ ବିରୋଧୀ ଦଳ ମାନବବାଦୀ ସୁଧାର ଭାବେ ବଦଳାଇଛନ୍ତି ମତ

Advertisment

ବିଲ୍‌ରେ ସଂଶୋଧନ କରି ଭାଇଭଉଣୀଙ୍କ ସେବା କରିବାକୁ ବିଜେପି ବଦ୍ଧପରିକର ।

ବିଲ୍‌ରେ ସଂଶୋଧନ କରି ଭାଇଭଉଣୀଙ୍କ ସେବା କରିବାକୁ ବିଜେପି ବଦ୍ଧପରିକର ।

ବିଜେଡିର ସମର୍ଥନ, ଧର୍ମେନ୍ଦ୍ରଙ୍କ ମତ

ବିଜେଡିର ସମର୍ଥନ, ଧର୍ମେନ୍ଦ୍ରଙ୍କ ମତ Photograph: (kanakNews)

କନକ ବ୍ୟୁରୋ : ୱାକଫ୍‌ ବିଲ୍‌କୁ ବିଜେଡିର ସମର୍ଥନ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିଜେପିର ପ୍ରତିଷ୍ଠା ଦିବସ ଓ ବିଜେପିର ମିଶ୍ରଣ ପର୍ବରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓ୍ବାକଫ୍‌ ନାରେ ଗରିବ ମୁସଲିମ ମାନଙ୍କ ଶୋଷଣ କରାଯାଉଥିଲା। ସରକାର ପାରଦର୍ଶିତା ଦେଖାଇଛନ୍ତି ।

ସେହିପରି ଲୋକସଭା ଓ ରାଜ୍ୟସଭାରେ ନୂଆଁ ଆଇନ ପ୍ରଣୟନ ହୋଇଛି। କେବଳ ଏଠିକାର ବିଜେଡି ନୁହେଁ, ଅନେକ ଦଳ ତାଙ୍କର ପରମ୍ପରାଗତ ମତ ବଦଳାଇ ମାନବବାଦୀ ସୁଧାର ଭାବେ ନିଜର ମତ ଦେଇଛନ୍ତି। ଏହାକୁ ଲାଗୁ କରାଇ ମୁସଲମାନ ଭାଇ ଭଉଣୀଙ୍କ ସେବା କରିବା ପାଇଁ ବିଜେପି ବଦ୍ଧପରିକର ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe