ଆଜି ପବିତ୍ର ଜନ୍ମାଷ୍ଟମୀ: ଶ୍ରୀକୃଷ୍ଣ ଜନ୍ମୋତ୍ସବରେ ଚାରିଆଡ଼େ ଭକ୍ତିମୟ ପରିବେଶ

Advertisment

ଆଜି ହେଉଛି ପବିତ୍ର ଜନ୍ମଷ୍ଟମୀ। ଏହି ଅବସରରେ ଗାଁ ଠୁଁ ସହର ସବୁଠି ଉତ୍ସବ ମୁଖର । ବ୍ରହ୍ମପୁର ଗୋଶାଣିନୁଆଗାଁ ଗୋକୁଳଧାମ ପରିସରରେ ଲକ୍ଷଧିକ ଭକ୍ତଙ୍କ ଭିଡ଼ ଜମିଛି।

ଆଜି ହେଉଛି ପବିତ୍ର ଜନ୍ମଷ୍ଟମୀ। ଏହି ଅବସରରେ ଗାଁ ଠୁଁ ସହର ସବୁଠି ଉତ୍ସବ ମୁଖର । ବ୍ରହ୍ମପୁର ଗୋଶାଣିନୁଆଗାଁ ଗୋକୁଳଧାମ ପରିସରରେ ଲକ୍ଷଧିକ ଭକ୍ତଙ୍କ ଭିଡ଼ ଜମିଛି।

sss

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ଜନ୍ମଷ୍ଟମୀ। ଏହି ଅବସରରେ ଗାଁ ଠୁଁ ସହର ସବୁଠି ଉତ୍ସବ ମୁଖର । ବ୍ରହ୍ମପୁର ଗୋଶାଣିନୁଆଗାଁ ଗୋକୁଳଧାମ ପରିସରରେ ଲକ୍ଷଧିକ ଭକ୍ତଙ୍କ ଭିଡ଼ ଜମିଛି। ମନ୍ଦିର ପରିସରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗୋକୁଳଧାମ ଭାରତର ଦ୍ୱିତୀୟ ମନ୍ଦିର। ଯେଉଁଠି  ରାଧାକୃଷ୍ଣ ଓ ରୁକ୍ମିଣୀ ଏକାଠି ପୂଜା ପାଉଛନ୍ତି।

ରାଉରକେଲାରେ ଧୂମଧାମରେ ପାଳନ ହେଉଛି ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ। ଦ୍ୱାପର ଯୁଗରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମନେଇ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମ ଦିନରେ ଚାରିଆଡେ ଭକ୍ତିମୟ ପରିବେଶ । କୁନି କୁନି ପିଲାଙ୍କ କୃଷ୍ଣ ଓ ରାଧା ବେଶ ଖୁନ୍ ଆକୃଷ୍ଟ କରୁଛି । ଏପରିକି ଆଧ୍ୟାତ୍ମିକତାକୁ ନେଇ ଛୋଟଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟ, ଚିତ୍ରାଙ୍କନ, ଶ୍ଳୋକ ଗାନ ଭଳି ବିଭିନ୍ନ ପ୍ରତିଯୋଗିତା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe