ରାତିସାରା ମନ୍ଦିରରେ ପାଳୁଥିଲେ ଶିବରାତ୍ରୀ । ଏପଟେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଲକ୍ଷାଧିକ ଟଙ୍କାର ସୁନା,ସୂପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିଲେ ଚୋର। ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରେ ଘଟିଛି ଏଭଳି ଘଟଣା। ପୁଲିସ୍ ଦୁର୍ବୃତ୍ତ ଙ୍କୁ ଧରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ପରିବାର ଲୋକଙ୍କ ଦାବି ।ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ପରିବାର ଲୋକେ ଗ୍ରାମର ଶିବ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ ହେଲେ ଭୋର ସମୟରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବାର ଦେଖିଥିଲେ

22gjnhgj

Photograph: (kanaknews)

କନକ ବ୍ୟୁରୋ : ରାତିସାରା ମନ୍ଦିରରେ ଶିବରାତ୍ରୀ   ଜାଗର ଯାତ୍ରା ଜାଳିବାକୁ ଯାଇଥିବା ବେଳେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନା,ସୂପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିଲେ ଚୋର। ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରେ ଘଟିଛି ଏଭଳି ଘଟଣା। ପୁଲିସ୍ ଦୁର୍ବୃତ୍ତ ଙ୍କୁ ଧରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ପରିବାର ଲୋକଙ୍କ ଦାବି ।ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ପରିବାର ଲୋକେ ଗ୍ରାମର ଶିବ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ ହେଲେ ଭୋର ସମୟରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବାର ଦେଖିଥିଲେ।ପରେ ଘରର ସମସ୍ତ ସୁନା,ଗହଣା,ନଗଦ ଟଙ୍କା ଚୋରି ହୋଇଥିବା ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe