/kanak/media/media_files/2025/06/27/su-1-2025-06-27-12-16-36.png)
1/4
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ବଡ଼ ଠାକୁର ଓ ସୁଦର୍ଶନ ରଥାରୂଢ଼ ହେବାପରେ ବଡ଼ ଦେଉଳରୁ ରଥକୁ ଆସିଲେ ଦେବୀ ସୁଭଦ୍ରା ।
/kanak/media/media_files/2025/06/27/su-2-2025-06-27-12-16-36.png)
2/4
ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର ।
/kanak/media/media_files/2025/06/27/su-3-2025-06-27-12-16-36.png)
3/4
ସବାଶେଷରେ ଝୁଲି ଝୁଲି ଆସିବ କାଳିଆ ସୁନା । ମହାପ୍ରଭୁ ଜଗନ୍ନାଥଙ୍କର ଟିକେ ଝଲକ ପାଇବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତମାନେ ।
Advertisment
/kanak/media/media_files/2025/06/27/su-4-2025-06-27-12-16-36.png)
4/4
ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୂଢ଼ ପାଇଁ ପହଣ୍ଡିରେ ବାହାରିଥିଲେ ।