କନକ ବ୍ୟୁରୋ : ପାକିସ୍ତାନରେ ବଡ଼ ବିସ୍ଫୋରଣ । ପାକିସ୍ତାନ ବନ୍ଦ କଲା ଏୟାରସ୍ପେସ୍ । ଆଜି ପାଇଁ ସମସ୍ତ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ୍ । ତିନୋଟି ଏୟାରବେସ୍ ଉପରେ ବଡ ବିସ୍ଫୋରଣ ହୋଇଥିବା ସୂଚନା ।ଇସଲାମାବାଦ, ରାୱଲପିଣ୍ଡି, ଲାହୋରରେ ଧମାକା । ରାୱଲପିଣ୍ଡି ନୂର ଖାନ୍ ଏୟାରବେସରେ ବିସ୍ଫୋରଣ । ଭାରତ ଛାଡ଼ିଲା ବାଲାଷ୍ଟିକ ମିସାଇଲ୍ । ବଡ଼ ଦାବି କଲା ପାକିସ୍ତାନ ସେନା । ପାକିସ୍ତାନ ଉପରେ ଛାଡ଼ିଲା ୬ ବାଲିଷ୍ଟିକ ମିସାଇଲ ।
ପାକିସ୍ତାନର ୩ ଏୟାରବେସ୍ ଧ୍ବଂସ, ପାକିସ୍ତାନ ଉପରେ ଭାରତର ବଡ଼ ଆକ୍ରମଣ
ପାକିସ୍ତାନରେ ବଡ଼ ବିସ୍ଫୋରଣ । ପାକିସ୍ତାନ ବନ୍ଦ କଲା ଏୟାରସ୍ପେସ୍ ।
/kanak/media/media_files/2025/05/10/igFzaltk1KKEihTBHK61.jpg)