ଉପବାଚସ୍ପତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କାରରେ ନଥିଲେ ଭବାନୀ ଶଙ୍କର ଭୋଇ ।

Advertisment

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ରେଙ୍ଗାଲି ଥାନା ସାଲେପଡା ନିକଟ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

Updated On

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ରେଙ୍ଗାଲି ଥାନା ସାଲେପଡା ନିକଟ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଅଦ୍ୟତନ ହୋଇଛି
37dfdfd

କନକ ବ୍ୟୁରୋ: ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ରେଙ୍ଗାଲି ଥାନା ସାଲେପଡା ନିକଟ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ତେବେ ସୌଭାଗ୍ୟବସତଃ କାରରେ ନଥିଲେ ଉପବାଚସ୍ପତି । OD 02 AQ6776 ନମ୍ବର ବିଶିଷ୍ଟ ଗାଡିରେ ତାଙ୍କର ପିଏସଓ ଓ ଡ୍ରାଇଭର ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ତେବେ  ଗାଡିରେ ଉପବାଚସ୍ପତି ନଥିବା ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe