କନକ ବ୍ୟୁରୋ: ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ରେଙ୍ଗାଲି ଥାନା ସାଲେପଡା ନିକଟ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ତେବେ ସୌଭାଗ୍ୟବସତଃ କାରରେ ନଥିଲେ ଉପବାଚସ୍ପତି । OD 02 AQ6776 ନମ୍ବର ବିଶିଷ୍ଟ ଗାଡିରେ ତାଙ୍କର ପିଏସଓ ଓ ଡ୍ରାଇଭର ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ତେବେ ଗାଡିରେ ଉପବାଚସ୍ପତି ନଥିବା ପୁଲିସ ସୂଚନା ଦେଇଛି ।
ଉପବାଚସ୍ପତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କାରରେ ନଥିଲେ ଭବାନୀ ଶଙ୍କର ଭୋଇ ।
ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ରେଙ୍ଗାଲି ଥାନା ସାଲେପଡା ନିକଟ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
/kanak/media/media_files/2024/10/27/47tfqLklIQTKzvdVZuFL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)