କନକ ବ୍ୟୁରୋ: ଉପଜିଲ୍ଲାପାଳ ଗିରଫ । ଆଇଏଏସ ଧୀମାନ ଚକମାଙ୍କୁ ଗିରଫ କଲା ଭିଜିଲାନ୍ସ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ   ଧରାପଡିଥିଲେ ।  

Advertisment

ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଥିଲେ ଧର୍ମଗଡ ଉପଜିଲ୍ଲାପାଳ । ସୂଚନାମୁତାବକ ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ସରକାରୀ ବାସଭବନକୁ ଡାକିଥିଲେ । ୨୦ ଲକ୍ଷ ଲାଞ୍ଚରୁ ୧୦ ଲକ୍ଷ କିସ୍ତି ହିସାବରେ  ନେଇଥିଲେ । ଧୀମାନଙ୍କୁ ଧରିବା ସହ  ବାସଭବନରେ ଚଢ଼ାଉ  କରିଥିଲା ଭିଜିଲାନ୍ସ ।