'କାହା କଥାରେ ପଡି ରାସ୍ତାରେ ଗଡନ୍ତୁନି ମହିଳା’ ; ମିଶନ ଶକ୍ତି ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ

ବିଜେପି ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ବିଶେଷ କରି ରାଜ୍ୟରେ ମିଶନଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ଆଲୋଚନା ହୋଇଛି। ତେଣୁ କାହାରି କଥାରେ ବିଭ୍ରାନ୍ତ ନହୋଇ ରାସ୍ତାରେ ଗଡିବା ଦରକାର ନାହିଁ : ପ୍ରଭାତୀ ପରିଡା

27qqqqqqqq

କନକ ବ୍ୟରୋ: ବିଜେପି ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ବିଶେଷ କରି ରାଜ୍ୟରେ ମିଶନଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ଆଲୋଚନା ହୋଇଛି। ଯାହା ସେମାନଙ୍କ ହିତରେ ତାକୁ ନିଶ୍ଚିତଭାବେ ବିଚାର କରିବେ ସରକାର। ତେଣୁ କାହାରି କଥାରେ ବିଭ୍ରାନ୍ତ ନହୋଇ ରାସ୍ତାରେ ଗଡିବା ଦରକାର ନାହିଁ  ବରଂ ଧୈର୍ୟ୍ୟ ଧରନ୍ତୁ ବୋଲି ଆନ୍ଦୋଳନରତ ମହିଳାଙ୍କୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହା ସହ ଆନ୍ଦୋଳନକୁ ଓହ୍ଲାଇଥିବା ମହିଳାଙ୍କୁ ଅଯଥା ବିଭ୍ରାନ୍ତ ନକରିବାକୁ ବିରୋଧୀ ଦଳକୁ ଲକ୍ଷ୍ୟ କରିଛନ୍ତି ପ୍ରଭାତୀ ପରିଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe