ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା...ଜନତାଙ୍କ ସମର୍ଥନରେ ଆମେ ଗଢିବୁ ସରକାର

Advertisment

ମହାରାଷ୍ଟ୍ର ନିର୍ବାଚନ ଫଳାପଳକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ପ୍ରତିକ୍ରିୟା । ସେ କହିଛନ୍ତି , ସ୍ଥିର ସରକାର ପାଇଁ ଜନତା ଚାହୁଁଥିଲେ , ସେଥିରୁ ଜଣାପଡୁଥିଲା ଏନଡ଼ିଏ ପାଇଁ ଜନତାଙ୍କ ସମର୍ଥନ ରହିଛି । ସେହି ନିର୍ବାଚନ ଫଳ ଏବେ ଦେଖିବାକୁ ମିଳୁଛି ,

27a

କନକବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନ ଫଳାପଳକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ  ପ୍ରତିକ୍ରିୟା । ସେ କହିଛନ୍ତି , ସ୍ଥିର ସରକାର ପାଇଁ ଜନତା ଚାହୁଁଥିଲେ ,  ସେଥିରୁ ଜଣାପଡୁଥିଲା ଏନଡ଼ିଏ ପାଇଁ ଜନତାଙ୍କ ସମର୍ଥନ ରହିଛି । ସେହି ନିର୍ବାଚନ ଫଳ ଏବେ ଦେଖିବାକୁ ମିଳୁଛି , ଏନଡ଼ିଏ ଯେଉଁ ନାରା ଦେଇଥିଲା ସେହି ଅନୁଯାୟୀ ଆଜି ମହାରାଷ୍ଟ୍ରରେ ସରକାର ହେବାକୁ ଯାଉଛି । ମୋଦୀଙ୍କ ଉପରେ କେନ୍ଦ୍ରରେ ଏବଂ ମହାରାଷ୍ଟରେ ଜନତାଙ୍କ ଭରସା ବଢୁଛି... ଆମ ସରକାର ଆଗରୁ ମଧ୍ୟ ମହାରାଷ୍ଟ୍ରରେ ରହିଥିଲା  । କିନ୍ତୁ ଝାଡଖଣ୍ଡରେ ଏଥରକ ସରକାର ହେବା ନେଇ ରାଜ୍ୟ ନେତୃତ୍ୱ କହିଥିଲେ ।  ଏଥିରେ ଆମର ହାର ଜିତ୍ ର ମାର୍ଜିନ କମ  ରହିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe