ସାରକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୟାନ: କହିଲେ, ସାର ପ୍ରୟୋଗ କଲେ ଖରାପ ହେବ ଶରୀର

Advertisment

ରାଜ୍ୟରେ ସାର ସଙ୍କଟକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ ।

ରାଜ୍ୟରେ ସାର ସଙ୍କଟକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ ।

‘ସାର ପକାଇଲେ ଶରୀର ଖରାପ ହେବ’

‘ସାର ପକାଇଲେ ଶରୀର ଖରାପ ହେବ’ Photograph: (KanakNews)

କନକ ବ୍ୟୁରୋ: ରାଜ୍ୟରେ ସାର ସଙ୍କଟ ଦେଖାଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ଅବରୋଧ କରୁଛନ୍ତି । କୃଷି ଅଧିକାରୀଙ୍କ ଅଫିସ୍ ଘେରାଉ କରୁଛନ୍ତି । ଏହା ଭିତରେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି ।

କେଭି କହିଛନ୍ତି, ବେଶି ସାର ପ୍ରୟୋଗ କଲେ ଉତ୍ପାଦନ ତ ବଢିବ କିନ୍ତୁ ସେ ଶସ୍ୟକୁ ଖାଇଲେ ଶରୀର ଖରାପ ହେବ । ସମ୍ବଲପୁରରେ OUATର ଆଉ ଏକ କ୍ୟାମ୍ପସ ନିର୍ମାଣ କରାଯିବ । ମୟୂରଭଂଜ, ବଲାଙ୍ଗୀରରେ କୃଷି କଲେଜ ଖୋଲିବା  ନେଇ ନିଷ୍ପତ୍ତି ନିଆଯାଉଛି । ସୋନପୁରରେ ମଧ୍ୟ ଫିଶରୀ କଲେଜ ନିର୍ମାଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe