କେନ୍ଦ୍ରାପଡ଼ା ବଗପାଟିଆରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ: ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ, ଜଳବନ୍ଦୀ ଥିବା ଲୋକଙ୍କ ସହ କଲେ ଆଲୋଚନା

Advertisment

ବାତ୍ୟା ଦାନା ପ୍ରଭାବରେ ସାତଭୟାରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଗାଁର ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଛି । ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି ।

ବାତ୍ୟା ଦାନା ପ୍ରଭାବରେ ସାତଭୟାରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଗାଁର ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଛି । ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି ।

wsd

କନକ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ସାତଭୟାରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଗାଁର ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଛି । ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ବଗପଟିଆରେ ପହଂଚି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଅଞ୍ଚଳ ବୁଲି କ୍ଷୟକ୍ଷତିର ସମୀକ୍ଷା ମଧ୍ୟ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe