କ୍ଷତିପୂରଣ ଦାବିରେ କୁକୁଡ଼ା ଚାଷୀଙ୍କ ରାସ୍ତାରୋକ, ଶତାଧିକ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ରାସ୍ତାରେ କୁକୁଡ଼ା ଚାଷୀ। ବାର୍ଡ ଫ୍ଲୁ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ ଆଜି ବିକ୍ଷୋଭ କରିଛନ୍ତି । କ୍ଷତିପୂରଣ ଦାବିରେ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ମଙ୍ଗଳପୁର ଛକରେ ଗର୍ଜିଛନ୍ତି ଶତାଧିକ କୁକୁଡ଼ା ଚାଷୀ। ଏହି ଗଣ ଆନ୍ଦୋଳନରେ ପୁରୀ ଜିଲ୍ଲାର ସତ୍ୟବାଦୀ, ଡେଲାଙ୍ଗ, କଣାସ, ନିମାପଡା ଓ ପୁରୀ ସଦର ବ୍ଲକର ଚାଷୀ ଏକାଠି ହୋଇଛନ୍ତି ।

502

କନକବ୍ୟୁରୋ: ରାସ୍ତାରେ କୁକୁଡ଼ା ଚାଷୀ। ବାର୍ଡ ଫ୍ଲୁ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ ଆଜି ବିକ୍ଷୋଭ କରିଛନ୍ତି। କ୍ଷତିପୂରଣ ଦାବିରେ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ମଙ୍ଗଳପୁର ଛକରେ ଗର୍ଜିଛନ୍ତି ଶତାଧିକ କୁକୁଡ଼ା ଚାଷୀ।

ଏହି ଗଣ ଆନ୍ଦୋଳନରେ ପୁରୀ ଜିଲ୍ଲାର ସତ୍ୟବାଦୀ, ଡେଲାଙ୍ଗ, କଣାସ, ନିମାପଡା ଓ ପୁରୀ ସଦର ବ୍ଲକର ଚାଷୀ ଏକାଠି ହୋଇଛନ୍ତି। ପିପିଲିରେ ଗତ ଜୁନ୍ ମାସରେ ପ୍ରଥମେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା । 

ହଜାର ହଜାର ସଂଖ୍ୟାରେ କୁକୁଡ଼ାଙ୍କୁ ମାରିଥିଲା ପ୍ରଶାସନ। କିନ୍ତୁ ଚାଷୀଙ୍କୁ ଏପର୍ୟ୍ୟନ୍ତ କ୍ଷତିପୂରଣ ମିଳିନାହିଁ। କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଦାବିରେ ଆଜି ମଙ୍ଗଳପୁର ଛକରେ ବିକ୍ଷୋଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe