ଜାଗରରେ ବଢିଛି କେତକୀ ଫୁଲର ଚାହିଦା : ପୁରୀରେ ଗୋଟା ଫୁଲର ଦାମ ହଜାରେ ଟଙ୍କା

Advertisment

ଜାଗରରେ କେତକୀ ଫୁଲର ଚାହିଦା  ।  ପୁରୀରେ କେତକୀ ଫୁଲ ଗୋଟା ହଜାରେ ଟଙ୍କାରେ ବିକ୍ରି ହେଉଛି ।  କେବଳ ଶିବରାତ୍ରିରେ ମହାଦେବଙ୍କ ଠାରେ ଲାଗିହେଉଥିବାରୁ ଭକ୍ତିର ସହ କିଣୁଛନ୍ତି ଶ୍ରଦ୍ଧାଳୁ  । 

ଜାଗରରେ କେତକୀ ଫୁଲର ଚାହିଦା  ।  ପୁରୀରେ କେତକୀ ଫୁଲ ଗୋଟା ହଜାରେ ଟଙ୍କାରେ ବିକ୍ରି ହେଉଛି ।  କେବଳ ଶିବରାତ୍ରିରେ ମହାଦେବଙ୍କ ଠାରେ ଲାଗିହେଉଥିବାରୁ ଭକ୍ତିର ସହ କିଣୁଛନ୍ତି ଶ୍ରଦ୍ଧାଳୁ  । 

phula 6

Photograph: (KanakNews )

କନକବ୍ୟୁରୋ : ଜାଗରରେ କେତକୀ ଫୁଲର ଚାହିଦା  ।  ପୁରୀରେ କେତକୀ ଫୁଲ ଗୋଟା ହଜାରେ ଟଙ୍କାରେ ବିକ୍ରି ହେଉଛି ।  କେବଳ ଶିବରାତ୍ରିରେ ମହାଦେବଙ୍କ ଠାରେ ଲାଗିହେଉଥିବାରୁ ଭକ୍ତିର ସହ କିଣୁଛନ୍ତି ଶ୍ରଦ୍ଧାଳୁ  ।   ଏହି ଫୁଲ ଶିବଙ୍କ ପ୍ରିୟ ଫୁଲ ।  ଶିବରାତ୍ରୀ ଦିନ କେତକୀ ଫୁଲ ଲାଗି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଶ୍ରଦ୍ଧାଳୁ ମାନେ ଏହି ଫୁଲ କିଣିବାକୁ ଦୋକାନରେ ଭିଡ଼ ଲଗାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe