କନକବ୍ୟୁରୋ : ଜାଗରରେ କେତକୀ ଫୁଲର ଚାହିଦା । ପୁରୀରେ କେତକୀ ଫୁଲ ଗୋଟା ହଜାରେ ଟଙ୍କାରେ ବିକ୍ରି ହେଉଛି । କେବଳ ଶିବରାତ୍ରିରେ ମହାଦେବଙ୍କ ଠାରେ ଲାଗିହେଉଥିବାରୁ ଭକ୍ତିର ସହ କିଣୁଛନ୍ତି ଶ୍ରଦ୍ଧାଳୁ । ଏହି ଫୁଲ ଶିବଙ୍କ ପ୍ରିୟ ଫୁଲ । ଶିବରାତ୍ରୀ ଦିନ କେତକୀ ଫୁଲ ଲାଗି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଶ୍ରଦ୍ଧାଳୁ ମାନେ ଏହି ଫୁଲ କିଣିବାକୁ ଦୋକାନରେ ଭିଡ଼ ଲଗାଇଛନ୍ତି ।
ଜାଗରରେ ବଢିଛି କେତକୀ ଫୁଲର ଚାହିଦା : ପୁରୀରେ ଗୋଟା ଫୁଲର ଦାମ ହଜାରେ ଟଙ୍କା
ଜାଗରରେ କେତକୀ ଫୁଲର ଚାହିଦା । ପୁରୀରେ କେତକୀ ଫୁଲ ଗୋଟା ହଜାରେ ଟଙ୍କାରେ ବିକ୍ରି ହେଉଛି । କେବଳ ଶିବରାତ୍ରିରେ ମହାଦେବଙ୍କ ଠାରେ ଲାଗିହେଉଥିବାରୁ ଭକ୍ତିର ସହ କିଣୁଛନ୍ତି ଶ୍ରଦ୍ଧାଳୁ ।
/kanak/media/media_files/2025/02/26/k3DhjFXLmlCBa0LxlEDW.jpg)