କନକ ବ୍ୟୁରୋ : ସଂସଦ ପରିସରରେ ଇଣ୍ଡିମେଣ୍ଟର ଜୋରଦାର ପ୍ରଦର୍ଶନ । ବିଭିନ୍ନ ପ୍ରସଂଗରେ ମୋଦୀ ସରକାର ଆଲୋଚନା କରୁନଥିବା ଅଭିଯୋଗ ଲଗାଇଛି କଂଗ୍ରେସ । ଏଥିପାଇଁ ଭିନ୍ନ ଭିନ୍ନ ତରିକାରେ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ ।

Advertisment

ସମ୍ଭିଧାନ ଧରି କଂଗ୍ରେସର ପ୍ରତିବାଦ । ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ସଂସଦକୁ ସମ୍ବିଧାନ ପୁସ୍ତକ ହାତରେ ଧରି ଯିବାର ଦେଖିବାକୁ ମିଳିଥିଲା । ସମ୍ବିଧାନକୁ ସରକାର ସମ୍ମାନ ଜଣାଇନଥିବା କହିଛି କଂଗ୍ରେସ ।