କନକବ୍ୟୁରୋ : ନୂଆବର୍ଷ କେତେ ଆଶା କେତେ ସ୍ବପ୍ନ । ନୂଆବର୍ଷ ଆସିଲେ ଆପଣାର ମଣିଷକୁ ଫୁଲତୋଡା ଦେଇଥାନ୍ତି ସମସ୍ତେ । ଖାସ୍ ସେଥିପାଇଁ ନୂଆବର୍ଷ ଦିନ ସକାଳୁ ସକାଳୁ ଲାଗିଯାଏ ଫୁଲ ଦୋକାନରେ ଗହଳି ଚହଳି । ନୂଆବର୍ଷରେ ଫୁଲ ଦେଇ ଶୁଭେଚ୍ଛା ଜଣାଇବାଇଁ ଫୁଲ ଦୋକାନରେ ଗହଳି । ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଫୁଲ ଦୋକାନରେ ଜମୁଛି ବ୍ୟବସାୟ । ଲୋକଙ୍କ ଚାହିଦା ମୁତାବକ ଫୁଲତୋଡ଼ା ପ୍ରସ୍ତୁତ କରି ରଖିଛନ୍ତି ବ୍ୟବସାୟୀ । ୭୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି ଫୁଲତୋଡ଼ାର ଦାମ ।
ବଢୁଛି ଫୁଲର ଚାହିଦା : ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବାକୁ ଲାଗିଛି ଫୁଲ ଦୋକାନରେ ଭିଡ
ନୂଆବର୍ଷ କେତେ ଆଶା କେତେ ସ୍ବପ୍ନ । ନୂଆବର୍ଷ ଆସିଲେ ଆପଣାର ମଣିଷକୁ ଫୁଲତୋଡା ଦେଇଥାନ୍ତି ସମସ୍ତେ । ଖାସ୍ ସେଥିପାଇଁ ନୂଆବର୍ଷ ଦିନ ସକାଳୁ ସକାଳୁ ଲାଗିଯାଏ ଫୁଲ ଦୋକାନରେ ଗହଳି ଚହଳି ।
/kanak/media/media_files/2025/01/01/OTiycZDwZoRZWFXxHzRS.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)