କନକ ବ୍ୟୁରୋ: ଦିଲ୍ଲୀ ବାୟୁ ମାନ ଅତି ଖରାପ, ରେଡ୍ ଜୋନରେ ୮ଟି ଷ୍ଟେସନ୍ । ଦୀପାବଳିରେ ଦିଲ୍ଲୀରେ ବାୟୁ ମାନ ଅତି ଖରାପ ହୋଇଯାଇଛି। ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଇଛି । ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଇଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି। ପ୍ରଦୁଷଣ ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଅକ୍ଟୋବର ୧ ତାରିଖରୁ ୨୪ ତାରିଖ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି । ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପରେ ୪୭ ହଜାର ଚାଲାଣ କାଟିଛି । ଦିଲ୍ଲୀରେ ବାୟୁର ମାନ ଆଜି ଅତି ଖରାପ ସ୍ତରରେ ରହିଛି। ଏଭଳି ସ୍ଥିତିରେ ବାଣ ଫୁଟାଇବା ଉପରେ ରହିଥିବା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭିନ୍ନ ମହଲ ଦାବି କରିଛନ୍ତି ।
ଦିଲ୍ଲୀର ବାୟୁର ମାନ ଅତି ଖରାପ: ରେଡ୍ ଜୋନରେ ୮ଟି ଷ୍ଟେସନ୍, ପଡ଼ୋଶୀ ରାଜ୍ୟରେ ନଡ଼ାପାଳ ଜାଳିବା ଯୋଗୁଁ ଥମୁନି ପ୍ରଦୂଷଣ
ଦିଲ୍ଲୀ ବାୟୁ ମାନ ଅତି ଖରାପ, ରେଡ୍ ଜୋନରେ ୮ଟି ଷ୍ଟେସନ୍ । ଦୀପାବଳିରେ ଦିଲ୍ଲୀରେ ବାୟୁ ମାନ ଅତି ଖରାପ ହୋଇଯାଇଛି। ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଇଛି ।