ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଲୋକେ ହେଉଛନ୍ତି ହନ୍ତସନ୍ତ..

Advertisment

ଦିନକୁ ଦିନ ସାଙ୍ଗାତିକ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଥଣ୍ଡା ଯେତିକି ବଢୁଛି  ସେହି ହିସାବରେ  ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି ।

ଦିନକୁ ଦିନ ସାଙ୍ଗାତିକ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଥଣ୍ଡା ଯେତିକି ବଢୁଛି  ସେହି ହିସାବରେ  ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି ।

POLLUTION


କନକ ନ୍ୟୁଜ୍: ଦିନକୁ ଦିନ ସାଙ୍ଗାତିକ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଥଣ୍ଡା ଯେତିକି ବଢୁଛି  ସେହି ହିସାବରେ  ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି ।  ଲଗାତାର ଭାବେ ୮ ଦିନ ହେବ  AQI ବିପଦଜନକ ସ୍ତରରେ ପହଞ୍ଚିସାରିଛି । ଆଜି ସକାଳେ AQI ପାଖାପାଖି  ୪୯୫ ରେକର୍ଡ କରାଯାଇଛି ।

ଯାହା ଏପର୍ଯ୍ୟନ୍ତ ସବୁଠାରୁ ବିପଦଜନକ ସ୍ତର ବୋଲି କୁହାଯାଉଛି ।  ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ବିଚାର  କରୁଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ  ଦିଲ୍ଲୀ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ   ସହଯୋଗ ଲୋଡିଛନ୍ତି ।  ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁଳ ଭାବେ ପ୍ରଭାବ ପକାଉଛି ବିଷାକ୍ତ ବାୟୁ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe