ମାର୍ଚ୍ଚରେ ରେକର୍ଡ ଭାଙ୍ଗୁଛି ଗରମ, ଦିଲ୍ଳୀରେ ୩୩.୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା ..

Advertisment

ଦିଲ୍ଳୀରେ ୩୩.୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ଆଜିଠୁ ହାଲକା ବର୍ଷା ହେବାର ସମ୍ଭାବନା

ଦିଲ୍ଳୀରେ ୩୩.୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ଆଜିଠୁ ହାଲକା ବର୍ଷା ହେବାର ସମ୍ଭାବନା

ରେକର୍ଡ ଭାଙ୍ଗୁଛି ଗରମ

ରେକର୍ଡ ଭାଙ୍ଗୁଛି ଗରମ Photograph: (kanaknews)

କନକ ବ୍ୟୁରୋ : ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ଗରମ । ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ତାପମାତ୍ରା  ୩୩ ଡିଗ୍ରୀ ପାର ହୋଇଛି । ଗତକାଲି ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ କହିବାନୁଯାୟୀ, ଆଜିଠୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ହାଲକା ବର୍ଷା ହେବାର ଆଶଙ୍କା କରାଯାଉଛି ।

ଆଜିର ତାପମାତ୍ରା ୩୨-୩୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି ।  ୧୫ ମାର୍ଚ୍ଚରୁ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।  ଏପଟେ ଗରମ ଅସହ୍ୟ ହେବା ଯୋଗୁ ଦିଲ୍ଲୀବାସୀ କଲବଲ ହେଉଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe