ସିବିଆଇ ଜାଲରେ ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ କମିଟିର ବରିଷ୍ଠ ଇଞ୍ଜିନିୟରଙ୍କ ପୁଅ ; ୯୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ

ସିବିଆଇ ଜାଲରେ ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ କମିଟିର ବରିଷ୍ଠ ଇଞ୍ଜିନିୟରଙ୍କ ପୁଅ ; ୯୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ , ନଗଦ ୨ କୋଟି ୩୯ ହଜାର ଟଙ୍କା ଜବତ । ମିଡିଲମ୍ୟାନ୍ ଭାବେ କାମ କରୁଥିଲା ପୁଅ

cBI+

କନକ ବ୍ୟୁରୋ: ସିବିଆଇ ଜାଲରେ ଦିଲ୍ଲୀ ପଲ୍ରୁସନ କଣ୍ଟ୍ରୋଲ କମିଟିର ସିନିୟର ଏନଭାଇରନମେଣ୍ଟ ଇଞ୍ଜିନିୟର। ୯୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ  । ଇଞ୍ଜନିୟର ମହମ୍ମଦ ଆରିଫଙ୍କ ପୁଅକୁ ମାଡିବସିଲା ସିବିଆଇ । ଚଢାଉ ବେଳେ ଇଞ୍ଜିନିୟରଙ୍କ ଘରୁ ନଗଦ ୨ କୋଟି ୩୯ ହଜାର ଟଙ୍କା ଜବତ ହୋଇଛି। 

ଇଞ୍ଜିନରୟଙ୍କ ପୁଅ ମିଡିଲ ମ୍ୟାନ ଭାବେ କାର୍ଯ୍ୟ କରୁଥିଲା। ବାପାଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ସ୍ଥାନରୁ ଲାଞ୍ଚ ଟଙ୍କା ଆଣୁଥିଲା। ଏନେଇ ସିବିଆଇ ଇଞ୍ଜନିୟର, ତାଙ୍କ ପୁଅଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଘରୋଇ କମ୍ପାନୀଠୁ ଇଞ୍ଜନିୟର ଲାଞ୍ଚ ନେଇ ତାଙ୍କ ଅନୁସାରେ କାର୍ଯ୍ୟ କରୁଥିବା ନେଇ ସୂନଚା ଦେଇଛି ସିବିଆଇ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe