କନକବ୍ୟୁରୋ : କେଜ୍ରିୱାଲଙ୍କୁ ମିଳିଲା ଜାମିନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲରେ ଅଛନ୍ତି କେଜ୍ରିୱାଲ ।
ସୁପ୍ରିମକୋର୍ଟରେ କେଜ୍ରିଓ୍ୱାଲଙ୍କ ଜାମିନ୍ ନେଇ ଶୁଣାଣି ଚାଲିଥିଲା । ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/z2ugJahFxVt9RPhFFM9v.jpg)