/kanak/media/media_files/2025/06/11/jag-1-692710.png)
ଜୟ ଜଗନ୍ନାଥ
1/6
କଣେଇ ଚାହିଁଛି କାଳିଆ । ଝୁଲି ଝୁଲି ଆସୁଛ ସ୍ନାନବେଦିକୁ । ଏ ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ।
/kanak/media/media_files/2025/06/11/jag-2-381481.png)
ଜୟ ଜଗନ୍ନାଥ
2/6
ଦେଖ... ଦେଖ ଆସିଗଲେ ମହାପ୍ରଭୁ । ଅପଲକ ନୟନରେ ଚାହିଁଛନ୍ତି କୋଟି କୈବଲ୍ୟନାଥ । ସ୍ନାନବେଦିକୁ ଭିଡ଼ୁଛନ୍ତି ଦଇତା ।
/kanak/media/media_files/2025/06/11/qrCemBoeEVzJOaQDaLGR.png)
ଜୟ ଜଗନ୍ନାଥ
3/6
ତୁମ ବିନା ମୋର କି ସୁଖ କି ଦୁଃଖ ପ୍ରଭୁ । ହାତ ଟେକି ଚାହିଁଛି, ଆଶିଷ ଦେବ ।
Advertisment
/kanak/media/media_files/2025/06/11/jag-6-215780.png)
ଜୟ ଜଗନ୍ନାଥ
4/6
ଚକାନୟନକୁ ଦେଖିବାକୁ ଦେଖନ୍ତୁ କଭଳି ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ ।
/kanak/media/media_files/2025/06/11/ZrmDoBmPYLBS0T0ksWux.png)
ଜୟ ଜଗନ୍ନାଥ
5/6
ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ସ୍ନାନବେଦିରେ ଅପସର ଦେଇ ଅନାଇ ବସିଛନ୍ତି ବଡ଼ଠାକୁର ।
/kanak/media/media_files/2025/06/11/jag-1-692710.png)
ଜୟ ଜଗନ୍ନାଥ
6/6
ଆସ ହେ ମହାପ୍ରଭୁ... ଅପୂର୍ବ ଠାଣିରେ ଧୀରେଧୀରେ ସ୍ନାନବେଦିକୁ ବିଜେ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ ।