କନକ ବ୍ୟୁରୋ: ଅପରେସନ ସିନ୍ଦୂରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବାୟୁସେନାର ଯୋଦ୍ଧାଙ୍କ ସହ ରାଜନାଥ ସିଂହ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁଜରାଟରେ ଭୁଜରେ ପହଞ୍ଚିଛନ୍ତି । ଭୁଜ ଏୟାରଫୋର୍ସ ଷ୍ଟେସନରେ ବାୟୁସେନାର ଯୋଦ୍ଧାଙ୍କ ସହ ଆଲୋଚନା କରିବେ । ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂ ରାଜନାଥ ସିଂଙ୍କ ଗୁଜରାଟ ଗସ୍ତ କରିଛନ୍ତି । ଜମ୍ମୁ-କାଶ୍ମୀର ଗସ୍ତରେ ପରେ ସିଧା ଭୁଜ ଯାଇଛନ୍ତି ରାଜନାଥ ସିଂ । ଏଲଓସି ଓ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ଥିତିର ସମୀକ୍ଷା କରିବା ସହ ପ୍ରତିରକ୍ଷା ମନ୍ତ୍ରୀ ଭୁଜ ଯାଇ ବାୟୁ ଯୋଦ୍ଧାଙ୍କୁ ଭେଟିଛନ୍ତି ।

Advertisment