ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ପ୍ରତିରକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ଧର୍ମକୁ ଟାର୍ଗେଟ୍ କରି ଆକ୍ରମଣ କରାଯିବା ନିନ୍ଦନୀୟ

ହତ୍ୟା କରିଥିବା ଆତଙ୍କବାଦୀ ନୁହେଁ ଏହା ପଛରେ ଥିବା କାହାରିଙ୍କୁ ଛଡାଯିବନି ବୋଲି କହିଛନ୍ତି ରାଜନାଥ ସିଂ । ଯେଉଁମାନେ ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଛନ୍ତି ସମସ୍ତଙ୍କୁ ଧରାଯିବ ।

sfdgfddf

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ଚେତାବନୀ ।  ହତ୍ୟା କରିଥିବା ଆତଙ୍କବାଦୀ ନୁହେଁ ଏହା ପଛରେ ଥିବା କାହାରିଙ୍କୁ ଛଡାଯିବନି ବୋଲି କହିଛନ୍ତି ରାଜନାଥ ସିଂ । ଯେଉଁମାନେ ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଛନ୍ତି ସମସ୍ତଙ୍କୁ ଧରାଯିବ । କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯିବା ପରେ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe