ବାଘ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟକୁ ଛୁଟି ଘୋଷଣା: କଲରାପତରିଆ ବାଘ ଥିବାରୁ  ଆଜି ପାଇଁ ଛୁଟି ଘୋଷଣା

Advertisment

ବାଘ ପାଇଁ ସ୍କୁଲ ଛୁଟି। ବଡ଼ମାଲ ଗୋଳାବାରୁଦ କାରଖାନାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ କଲରାପତ୍ରିଆ ବାଘ ଭୟ ପରେ ଆଜି ସ୍କୁଲକୁ ଛୁଟି କରାଇ ଯାଇଛି।

ବାଘ ପାଇଁ ସ୍କୁଲ ଛୁଟି। ବଡ଼ମାଲ ଗୋଳାବାରୁଦ କାରଖାନାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ କଲରାପତ୍ରିଆ ବାଘ ଭୟ ପରେ ଆଜି ସ୍କୁଲକୁ ଛୁଟି କରାଇ ଯାଇଛି।

asa

କନକ ବ୍ୟୁରୋ: ବାଘ ପାଇଁ ସ୍କୁଲ ଛୁଟି। ବଡ଼ମାଲ ଗୋଳାବାରୁଦ କାରଖାନାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ କଲରାପତ୍ରିଆ ବାଘ ଭୟ ପରେ ଆଜି ସ୍କୁଲକୁ ଛୁଟି କରାଇ ଯାଇଛି। ଗତ କାଲି ରାତିରେ ସ୍କୁଲ ଭିତରେ କଲରାପତ୍ରିଆ ବାଘ ପଶି ଥିବା ସ୍କୁଲ କର୍ମଚାରୀ ଦେଖିବା ପରେ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଛୁଟି କରାଯାଇଛି। ଘଟଣା ସ୍ଥଳରେ ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe