ସମ୍ବାଦ ପକ୍ଷରୁ ବିତର୍କ ଓ ସାରେଗାମାପା ପ୍ରତିଯୋଗୀତା । ଟୁଇନ୍ ସିଟି ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ

Advertisment

ସମ୍ବାଦ ପକ୍ଷରୁ ଜୋନ ସ୍ତରୀୟ ବିତର୍କ ଓ ସାରେଗାମାପା କାର୍ଯ୍ୟକ୍ରମ । ଟୁଇନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ପ୍ରତିଯୋଗୀତା କରାଯାଉଛି । ଭୁବନେଶ୍ୱର, କଟକ, ଯାଜପୁର, ଅନୁଗୁଳ, ରାଉରକେଲା, ସମ୍ୱଲପୁର, ବାଲେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

sambad

କନକବ୍ୟୁରୋ: ସମ୍ବାଦ ପକ୍ଷରୁ ଜୋନସ୍ତରୀୟ ବିତର୍କ ଓ ସାରେଗାମାପା କାର୍ଯ୍ୟକ୍ରମ । ଟୁଇନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ପ୍ରତିଯୋଗୀତା କରାଯାଉଛି । ଭୁବନେଶ୍ୱର, କଟକ, ଯାଜପୁର, ଅନୁଗୁଳ, ରାଉରକେଲା, ସମ୍ୱଲପୁର, ବାଲେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

ଯାଜପୁର ସଂସ୍କରଣ ପକ୍ଷରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ ଓ ସାରେଗାମାପା କାର୍ଯ୍ୟକ୍ରମ ହୋଇଛି। ଯାଜପୁର ରୋଡ଼ ସ୍ଥିତ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସାରେଗାମାରେ ୪୫ ଜଣ ଓ ବିତର୍କରେ ୩୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି।

ସମ୍ବାଦ, କନକ ନ୍ୟୁଜ ଓ ରେଡ଼ିଓ ଚକୋଲେଟ ପକ୍ଷରୁ ଆୟୋଜିତ ଏହି କାଯ୍ୟକ୍ରମ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ଭିନ୍ନ ସୁଯୋଗ ଦେଉଛି ବୋଲି ଛାତ୍ରଛାତ୍ରୀ ମତ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe