ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ

Advertisment

ଇରାନ ପକ୍ଷରୁ ପ୍ରତିଶୋଧ ନେବାର ଚେତାବନୀ

Updated On

ଇରାନ ପକ୍ଷରୁ ପ୍ରତିଶୋଧ ନେବାର ଚେତାବନୀ

ଅଦ୍ୟତନ ହୋଇଛି
israel iran war

israel iran war Photograph: (KanakNews)

ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ ହୋଇଥିବା କଥା ଇରାନର ରାଜ୍ୟ ସଂଚାରମାଧ୍ୟମ ନିଶ୍ଚିତ କରିଛି । ରିପୋର୍ଟ ଅନୁସାରେ, ବଡ଼  ଆକ୍ରମଣ ଦେଖାଯାଇଥିବା ବେଳେ, ଆମେରିକା ଓ ଇସ୍ରାଏଲ୍‌ ତେହେରାନ୍‌ ସହ ଅନ୍ୟାନ୍ୟ ଇରାନୀ ଲକ୍ଷ୍ୟସ୍ଥଳୀରେ ଭୟାବହ ବିମାନ ଓ ମିସାଇଲ୍‌ ଆକ୍ରମଣ କରିଥିଲେ ।

  • Mar 01, 2026 12:02 IST

    ପ୍ରତିଶୋଧ ପରାୟଣ ଇରାନ

  • Mar 01, 2026 10:34 IST

    ଦୁବାଇରେ ଆତଙ୍କ: ବୁର୍ଜ୍ ଖଲିଫା ନିକଟରେ ଡ୍ରୋନ ଆକ୍ରମଣ, ଫସିଛନ୍ତି ଭାରତୀୟ

  • Mar 01, 2026 10:33 IST

    ଇରାନର ନୂଆ କାମାଣ୍ଡର

  • Mar 01, 2026 10:03 IST

    ଇରାନର ନୂଆ କମାଣ୍ଡର, ଖାମେନେଇଙ୍କ ନିହତ ପରେ ଇରାନ ସେନାର ନେତ୍ବତ୍ବ ନେବେ ଅହମ୍ମଦ ୱାହିଦୀ

  • Mar 01, 2026 10:02 IST

    ଖାମନେଇଙ୍କୁ ମାରିଦେଲା ଇସ୍ରାଏଲ, ଏବେ ନବ ପ୍ରତିଶୋଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe