ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ ହୋଇଥିବା କଥା ଇରାନର ରାଜ୍ୟ ସଂଚାରମାଧ୍ୟମ ନିଶ୍ଚିତ କରିଛି । ରିପୋର୍ଟ ଅନୁସାରେ, ବଡ଼ ଆକ୍ରମଣ ଦେଖାଯାଇଥିବା ବେଳେ, ଆମେରିକା ଓ ଇସ୍ରାଏଲ୍ ତେହେରାନ୍ ସହ ଅନ୍ୟାନ୍ୟ ଇରାନୀ ଲକ୍ଷ୍ୟସ୍ଥଳୀରେ ଭୟାବହ ବିମାନ ଓ ମିସାଇଲ୍ ଆକ୍ରମଣ କରିଥିଲେ ।
- Mar 01, 2026 10:34 IST
ଦୁବାଇରେ ଆତଙ୍କ: ବୁର୍ଜ୍ ଖଲିଫା ନିକଟରେ ଡ୍ରୋନ ଆକ୍ରମଣ, ଫସିଛନ୍ତି ଭାରତୀୟ
- Mar 01, 2026 10:33 IST
ଇରାନର ନୂଆ କାମାଣ୍ଡର
- Mar 01, 2026 10:03 IST
ଇରାନର ନୂଆ କମାଣ୍ଡର, ଖାମେନେଇଙ୍କ ନିହତ ପରେ ଇରାନ ସେନାର ନେତ୍ବତ୍ବ ନେବେ ଅହମ୍ମଦ ୱାହିଦୀ
- Mar 01, 2026 10:02 IST
ଖାମନେଇଙ୍କୁ ମାରିଦେଲା ଇସ୍ରାଏଲ, ଏବେ ନବ ପ୍ରତିଶୋଧ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/03/01/israel-iran-war-2026-03-01-09-58-32.jpg)