ଜଗା ଦର୍ଶନ ପାଲଟିଲା ଶେଷ ଦର୍ଶନ, ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

Advertisment

ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ 

ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ 

ଜଗା ଦର୍ଶନ ପାଲଟିଲା ଶେଷ ଦର୍ଶନ

ଜଗା ଦର୍ଶନ ପାଲଟିଲା ଶେଷ ଦର୍ଶନ Photograph: (KanakNews)

କନକ ବ୍ୟୁରୋ;  ଜଗା ଦର୍ଶନ ପାଲଟିଲା ଶେଷ ଦର୍ଶନ । ଜଗା ଦର୍ଶନ ସାରି ଫେରୁଥିଲେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ବାଲେଶ୍ବର ଖନ୍ତାପଡ଼ା ଥାନା ସାମ୍ନାରେ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ରାଜପଥ ଉପରେ ଅଟକ ଥିବା ବାଲି ଟ୍ରକକୁ ଧକ୍କା ଦେଲା ପୁରୀରୁ ଫେରୁଥିବା ପଶ୍ଚିମବଙ୍ଗ କାର୍ । ଘଟଣା ସ୍ଥଳରେ ମହିଳା ଓ  ଡ୍ରାଇଭର ମୃତ । ଅନ୍ୟ ୨ ଜଣ ଗୁରୁତରଙ୍କୁ ଫକୀର ମୋହନ ମେଡିକାଲ କଲେଜ ସ୍ଥାନାନ୍ତର । ଡ୍ରାଇଭର ସମେତ ଗାଡ଼ିରେ ୪ ଜଣ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe