""
ନ୍ୟୁଜ୍ ଖେଳ ବାରବାଟୀରେ ଭାରତ-ଶ୍ରୀଲଙ୍କା ଉଦ୍ଘାଟନୀ ଲଢ଼େଇ, ଜାତୀୟ ଦଳରେ ୨ ଖେଳାଳିଙ୍କ ସମେତ ୪ ଓଡ଼ିଆ Advertisment ଉଦ୍ଘାଟନୀ ମ୍ୟାଚ୍ରେ ଭାରତ-ଶ୍ରୀଲଙ୍କା ଖେଳିବେ ବୁଧବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଏଡିସିଏ’ ସଭାପତି ସୁମିତ ଜୈନ ସୂଚନା ଦେଇଛନ୍ତି । ଏହି ଅବସରରେ ଏସିଆ କପ୍ର ଜର୍ସି ଉନ୍ମୋଚିତ ହୋଇଥିଲା । February 18, 2026, 10:11 PM IST ଉଦ୍ଘାଟନୀ ମ୍ୟାଚ୍ରେ ଭାରତ-ଶ୍ରୀଲଙ୍କା ଖେଳିବେ ବୁଧବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଏଡିସିଏ’ ସଭାପତି ସୁମିତ ଜୈନ ସୂଚନା ଦେଇଛନ୍ତି । ଏହି ଅବସରରେ ଏସିଆ କପ୍ର ଜର୍ସି ଉନ୍ମୋଚିତ ହୋଇଥିଲା । 18 Feb 2026 22:11 IST Kanak Digital Desk Follow Us Sports Sports News