ବାରବାଟୀରେ ଭାରତ-ଶ୍ରୀଲଙ୍କା ଉଦ୍ଘାଟନୀ ଲଢ଼େଇ, ଜାତୀୟ ଦଳରେ ୨ ଖେଳାଳିଙ୍କ ସମେତ ୪ ଓଡ଼ିଆ
ଉଦ୍ଘାଟନୀ ମ୍ୟାଚ୍ରେ ଭାରତ-ଶ୍ରୀଲଙ୍କା ଖେଳିବେ ବୁଧବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଏଡିସିଏ’ ସଭାପତି ସୁମିତ ଜୈନ ସୂଚନା ଦେଇଛନ୍ତି । ଏହି ଅବସରରେ ଏସିଆ କପ୍ର ଜର୍ସି ଉନ୍ମୋଚିତ ହୋଇଥିଲା ।
/kanak/media/media_files/2026/02/18/deaf-cricket-2026-02-18-22-11-49.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)