ମହାରାଷ୍ଟରେ ବଡ଼ ଅଘଟଣ । ଗୋଳାବାରୁଦ ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ୮ ମୃତ, ୧୫ ରୁ ଅଧିକ ଆହତ

Advertisment

ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ ହୋଇଛି। ମହାରାଷ୍ଟ୍ରର ଭଣ୍ଡାରାଠାରେ ଥିବା କାରଖାନାରେ ସକାଳ ପ୍ରାୟ ୧୦.୩୦ ସମୟରେ ବିସ୍ଫୋରଣ ଘଟିଥିଲା। ଘଟଣା ଘଟିବା ପରେ ଜିଲ୍ଲା କଲେକ୍ଟର ସଞ୍ଜୟ କୋଲ୍ଟେ କହିଛନ୍ତି, ‘‘ ଉଦ୍ଧାରକାରୀ ଏବଂ ଡାକ୍ତରୀ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି, ବିସ୍ଫୋରଣରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଲ୍ଟେ ଆହୁରି ବି କହିଛନ୍ତି ଯେ ବିସ୍ଫୋରଣ ସମୟରେ ଏକ ଛାତ ଭୁଶୁଡ଼ି ପଡ଼ିଥିଲା ଏବଂ ଅତି କମରେ ୧୨ ଜଣ ଲୋକ ଏହା ତଳେ ଚାପି ହୋଇ ରହିଥିଲେ।

50 kkkkkkkkkkkk

50 kkkkkkkkkkkk Photograph: (50 kkkkkkkkkkkk)

କନକ ବ୍ୟୁରୋ : ବୁଲେଟିନ ଆରମ୍ଭ କରିବା ବଡ ବିସ୍ଫୋରଣ ଖବରରରୁ । ଆଜି ମୁମ୍ବାଇରେ ଘଟିଛି ବଡ ଅଘଟଣ । ନାଗପୁର ଜିଲ୍ଲାରେ ଅବସ୍ଥିତ ଏକ ଗୋଳାବାରୁଦ କାରାଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟଛି। ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ ହୋଇଛି। ମହାରାଷ୍ଟ୍ରର ଭଣ୍ଡାରାଠାରେ ଥିବା କାରଖାନାରେ ସକାଳ ପ୍ରାୟ ୧୦.୩୦ ସମୟରେ ବିସ୍ଫୋରଣ ଘଟିଥିଲା। ଘଟଣା ଘଟିବା ପରେ ଜିଲ୍ଲା କଲେକ୍ଟର ସଞ୍ଜୟ କୋଲ୍ଟେ କହିଛନ୍ତି, ‘‘ ଉଦ୍ଧାରକାରୀ ଏବଂ ଡାକ୍ତରୀ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି, ବିସ୍ଫୋରଣରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଲ୍ଟେ ଆହୁରି ବି କହିଛନ୍ତି ଯେ ବିସ୍ଫୋରଣ ସମୟରେ ଏକ ଛାତ ଭୁଶୁଡ଼ି ପଡ଼ିଥିଲା ଏବଂ ଅତି କମରେ ୧୨ ଜଣ ଲୋକ ଏହା ତଳେ ଚାପି ହୋଇ ରହିଥିଲେ। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହା ୫ କିଲୋମିଟର ଦୂରକୁ ଶୁଣାଯାଇଥିଲା। ଦୂରରୁ କଏଦ ହୋଇଥିବା ଏକ ଭିଡିଓରେ କାରଖାନାରୁ ଘନ ଧୂଆଁ ଉଠିଥିବା ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe