ରେଳ ୱାଗନରୁ ମିଳିଲା ମୃତଦେହ , ଅଖା ବସ୍ତାରେ ଭର୍ତ୍ତି ଥିଲା ମହିଳାଙ୍କ ଶବ ।

Advertisment

ରେଳ ୱାଗନ ଭିତରୁ ମିଳିଲା ମହିଳାଙ୍କ ମୃତଦେହ । ଝାରସୁଗୁଡା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ଥ୍ରୀକୁ କୋଇଲା ନେବା ପାଇଁ  ଆସିଥିବା ରେଳ ଗାଡିର ୱାଗନରୁ ଅଖା ବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଦେଖିବାକୁ ନିଳିଥିଲା ।

TRAIN TRACK

କନକ ବ୍ୟୁରୋ : ରେଳ ୱାଗନ ଭିତରୁ ମିଳିଲା ମହିଳାଙ୍କ ମୃତଦେହ । ଝାରସୁଗୁଡା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ଥ୍ରୀକୁ କୋଇଲା ନେବା ପାଇଁ  ଆସିଥିବା ରେଳ ଗାଡିର ୱାଗନରୁ ଏକ ଅଖା ବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଦେଖିବାକୁ ନିଳିଥିଲା । ଖବର ପାଇ ଝାରସୁଗୁଡା ଜିଲ୍ଲା ପୋଲିସ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି  l ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ୍ ଅନୁସନ୍ଧାନ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe