ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ତୃତୀୟ ଦିନ । ଆଜି କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟପାଳ

Advertisment

ସାରା ରାଜ୍ୟରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି ସମ୍ବାଦ ଗ୍ରୁପର ପୁନଶ୍ଚ ପୃଥିବୀ ଅଭିଯାନ। ଏହି ଅଭିଯାନ ଯାହା କି ଆନ୍ଦୋଳନର ରୂପ ନେଇଛି । ଏବେ ତିନି ଦିନ ଧରି ସମ୍ରାଦ ଓ କନକ ନ୍ୟୁଜ ତରଫରୁ ଆୟୋଜିତ ହେଉଛି ପୁନଶ୍ଚ ପୃଥିବୀ ମହାସମ୍ମିଳନୀ

ସାରା ରାଜ୍ୟରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି ସମ୍ବାଦ ଗ୍ରୁପର ପୁନଶ୍ଚ ପୃଥିବୀ ଅଭିଯାନ। ଏହି ଅଭିଯାନ ଯାହା କି ଆନ୍ଦୋଳନର ରୂପ ନେଇଛି । ଏବେ ତିନି ଦିନ ଧରି ସମ୍ରାଦ ଓ କନକ ନ୍ୟୁଜ ତରଫରୁ ଆୟୋଜିତ ହେଉଛି ପୁନଶ୍ଚ ପୃଥିବୀ ମହାସମ୍ମିଳନୀ

Day 3 Of Sambad Group's Punascha Pruthibi Conference | Governor Raghubar Das To Participate Today

କନକ ବ୍ୟୁରୋ : ସାରା ରାଜ୍ୟରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି ସମ୍ବାଦ ଗ୍ରୁପର ପୁନଶ୍ଚ ପୃଥିବୀ ଅଭିଯାନ। ଏହି ଅଭିଯାନ ଯାହା କି ଆନ୍ଦୋଳନର ରୂପ ନେଇଛି । ଏବେ ତିନି ଦିନ ଧରି ସମ୍ରାଦ ଓ କନକ ନ୍ୟୁଜ ତରଫରୁ ଆୟୋଜିତ ହେଉଛି ପୁନଶ୍ଚ ପୃଥିବୀ ମହାସମ୍ମିଳନୀ । ଆଜି ଏହାର ତୃତୀୟ ଦିନ । ଏଥିରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଯୋଗଦାନ କରିବେ । ଏହାସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମିଲ ହେବେ । 

ସେହିପରି ପରିବେଶ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ପରିବେଶ ସମ୍ପର୍କରେ ବିଭିନ୍ନ ଆଲେୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe