ଦିନ ହୋଇଗଲା ରାତି; ସଂଧ୍ୟା ୫ଟାରୁ ଏହି ୩ ଜିଲ୍ଲାରେ କିଟିକିଟି ଅନ୍ଧାର

Advertisment

ବାତ୍ୟାର ପ୍ରଭାବରେ ଭୁବନେଶ୍ୱର, ପୁରୀ, କଟକରେ ସଂଧ୍ୟା ୫ଟା ରେ ଘୋଟି ଆସିଲା ଅନ୍ଧାର । କଳାହାଣ୍ତିଆ ମେଘ ଘୋଟି ଆସିବାରୁ ଅପରାହ୍ଣ ୫ଟାରୁ ସଂଧ୍ୟା ହୋଇଗଲା ।

ବାତ୍ୟାର ପ୍ରଭାବରେ ଭୁବନେଶ୍ୱର, ପୁରୀ, କଟକରେ ସଂଧ୍ୟା ୫ଟା ରେ ଘୋଟି ଆସିଲା ଅନ୍ଧାର । କଳାହାଣ୍ତିଆ ମେଘ ଘୋଟି ଆସିବାରୁ ଅପରାହ୍ଣ ୫ଟାରୁ ସଂଧ୍ୟା ହୋଇଗଲା ।

Cyclone Effect

କନକ ବ୍ୟୁରୋ : ମାଡ଼ି ଆସୁଛି ଦାନା । ଏହାର ପ୍ରଭାବରେ ଚାରିଆଡ଼ ଅନ୍ଧାର ହୋଇପଡ଼ିଛି । ବାତ୍ୟାର ପ୍ରଭାବରେ ଭୁବନେଶ୍ୱର, ପୁରୀ, କଟକରେ ସଂଧ୍ୟା ୫ଟା ରେ ଘୋଟି ଆସିଲା ଅନ୍ଧାର । କଳାହାଣ୍ତିଆ ମେଘ ଘୋଟି ଆସିବାରୁ ଅପରାହ୍ଣ ୫ଟାରୁ ସଂଧ୍ୟା ହୋଇଗଲା । ଚାରିଆଡ଼େ ତୁହାକୁ ତୁହା ବର୍ଷା ଲାଗି ରହିଛି ।

ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି । ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି, ଧାମରାଠାରୁ ୧୮୦ କିମି, ସାଗରଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ଦାନା । ପାରାଦୀପ ଡପଲର ରାଡାରରୁ ବାତ୍ୟା ଉପରେ ରହିଛି ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe